କଖାରୁ ବରି- Western Odisha favourite Meal Snack (2)
କଖାରୁ ବରି- Western Odisha favourite Meal Snack (2)

କଖାରୁ ବରି(Kakharu Badi) – Kakharu Badi recipe😋 2025

ଟାଉନ ଆଉ ବଡ ବଡ ସହର ଥି, ଯେତେବେଳେ ଟାଉନିଆ ଲୋକମାନେ Meal ଥୀ 5-6 ଦିନର ବାସି Breads, ଆଳୁ ଚିପ୍ସ, ସୋୟବିନ୍ , ଆଉ ତେଲିଆ ଜିନିଷ ମାନେ ଖାଉଥିସନ୍ , ସେତେବେଳେ ଆମର ପଶ୍ଚିମ ଓଡିଶାର ଗ୍ଗାଁ ଗହଳି ଲୋକ୍ ବାସି ଭାତ୍ ଥୀ “କଖାରୁ ବରି “ ଚିଟ୍ କି କରି କୁଟାନ୍ ଦେଉଥିସନ୍। 

“ ବରି” ପଶ୍ଚିମ ଓଡ଼ିଶା ଘରେ ଘରେ ମିଲୁଥିବା ଗୁଟେ ସ୍ଵାଦିଷ୍ଟ ଖାଦ୍ୟ ଆୟେ, ଇଟା ଆଗ କାଳେ ବଡଖା ବୁଢ଼ା ବୁଢ଼ୀ ମାନେ ବାନବାର୍ ଶିଖେଇ ଥିଲେ, ଆଉ ଆଜି ପର୍ଯ୍ୟନ୍ତ ଇଟା ଚାଲି ଆସିଛେ। ଯେନ୍ ଟା କି ଗାଁ ଗହଳି ଥୀ ଲୋକ ମାନେ – ମଗସିର ନୁ ଭୁଦୋ ମାସ୍ ଯାକର ବରି ପକେଇ କରି, 6 ମାସ , 1 ବରଷ ତକ୍ ଡବା ଗୁଟେ ଥୀ ଭରି କରି ରଖସନ୍ , ଆଉ ମନ୍ ଲାଗ ଲେ ଗୁଡ଼ାଦୁ ଗୁଡାଦୁ ଖାଉଥିସନ୍ ।

ବରି ବହୁତ ପ୍ରକାର ଅଛେ, ଜେନ୍ ଟା କି – କଖାରୁ ବରି, ରାଏସ ବରି, ଚାଉଳ ବରି, ଭାତ ବରି ଆଉ ବି ବହୁତ୍ । କିନ୍ତୁ ଇ ପୋଷ୍ଟ ରେ ଆମେ କ ଖାରୁ ବରି ଆଉ କଖାରୁ ବରି କେନ୍ତା କରି ଘରେ ବନେଇ ପାର୍ମା ସେ ବିଷୟରେ ଜାନମା ।

କଖାରୁ ବରି ବଏଲେ କା’ଣା (What is Kakharu Badi) ?

🍛 କଖାରୁ ବଡ଼ି ହେଉଛେ ପଶ୍ଚିମ ଓଡ଼ିଶା ଶବ୍ କର୍ ନୁ ବେଶି ପସନ୍ଦିତା Meal Snack, ଯାହାକେ ବାସି, ପଖାଳ ଆଉ ଗରମ ଭାତ ରେ ରାନ୍ଧି କରି ଖାଏସନ୍। ଇ ଜିନିଷ ଟା କଖାଁର୍ (Ash Gourd) 🌿 ଏବଂ ବିରି ଡାଲି ଦ୍ୱାରା ବନା ଜାଏସି, ସେଥିର୍ ଲାଗି ଏତାକେ “କଖାରୁ ବଡି” କୁହା ଯାଏସି।

 କଖାରୁ ବରି କେନ୍ତା କରି ବନାବେ ( How to make kakharu Badi)?

ଦର୍କାର୍ ଜିନିଷ:

  • 1.ବିରି ଡାଲି (ଛିଲା ହୋଇଥିବା) 🌾 – ନୂଆ ଟା ହେଇଥିଲେ 1 ନମ୍ବର 
  • 2.ଧୋପ ଖାରୁଆ କଖାରୁ 🌿
  • 3.ଜୁଆନି (ଅଜୱାଇନ)  ଆଉ ଜିରା 🌱 
  • ବରି ମସଲା ଲାଗି – (ସୁଖା ମିର୍ଚା, ଜିରା, ନୁଣ୍, ଧନିଆ, ସୂର୍ଶୋ, ଆଉ ଅରୁଆ ଚାଉଳ )
  • 5.ସଫା ପାଏଁନ୍ – ଡାଲି ଭିଜାବାର୍ ଲାଗି

କଖାରୁ ବରି ବାନବାର୍ ପଦ୍ଧତି (Procedure of making Kakharu badi):

1.କଖାରୁ ର ପ୍ରସ୍ତୁତି 👇(Ash Gourd Preparation):

  • କଖାରୁ କେ ଧୁଇ କରି , ପହେଲା ତ ଆମେ ଉପର୍ ର ଛାଲି କେ ଛାଞ୍ଚି ନେମା, ତାର ପରେ କଖାରୁ କେ ଭଲ ସେ ଛୋଟ ଛୋଟ୍ ଖଣ୍ଡ ଥି କାଟି କରି , ଗୁଟେ ସଫା ଜାଗାରେ ରଖିଦେମା ।
  • ରଖିଥିବା କଖାରୁ କେ ଏବେ Grinder ଥି କିମ୍ବା ସେମେଲ ଗଛ ଥି ପିସେଇ କରି ପାଣିଆ କରିଦେମା
  • ତାର୍ପରେ ସେଥି ସବୁ ପାଏଁନ୍ କେ ଚିପି କରି ଅଲଗେଇ ଦେମା ଆଉ ଆଉ ପିଶଲା କଖାରୁ କେ ସଫା ଧୁତି ଗୁଟେ ଥି କସି କରି ବାନ୍ଧିକରି, ଗୁଟେ ରାଏତ୍ ତକ୍ ଛାଡ଼ିଦେମା। 

ବିରି ଦେଲ୍ ର ପ୍ରସ୍ତୁତି (Preparation Black Urad Dal):

  •   ବିରି ଦେଲ କେ ପାଣିରେ ରାତି ଭିଜେଇ କରି ଛାଡ଼ିଦେମା ( 5    ଘଣ୍ଟା) ⏳।
  • ସଖାଲେ ପଥର ଚକ୍କି (ସିଲ-ବଟା)  ଥି  କିମ୍ବା ମିକ୍ସିରେ ପିସେଇ କରି ପୁରା ଗାଢା ପେଷ୍ଟ 🥄 ତିଆରି କରିନେମା
କଖାରୁ ବରି(Kakharu Badi)
କଖାରୁ ବରି(Kakharu Badi)

ବରି ମସଲା ର ପ୍ରସ୍ତୁତି(Making Of Masala):

  • ସୁଖା ମିର୍ଚା, ଜିରା, ନୁଣ୍, ଧନିଆ, ସୂର୍ଶୋ, ଆଉ ଅରୁଆ ଚାଉଳ କେ ସିଲ୍ ବଟା ଥି କିମ୍ବା ମିକ୍ସି ଥି ପୁରା ଚିକନ୍ କରି ପିସି ନେମା 

ଉପାଦାନ ଗୁଡ଼ିକର୍ ମିଶ୍ରଣ(Masala Mixture):

  • ଗୁଟେ ବଡ ଜାଗା ଟେ ନେଇ କରି , ପହେଲା କଖାରୁ ପେଷ୍ଟ୍, ବିରିପେଷ୍ଟ ଆଉ ହାଲକା ହୁଅନି ଟିକେ ସଙ୍ଗେ ମସଲା ପେଷ୍ଟ କେ କଦେଇ କରି ଭଲ ସେ ହାତେ ମିସେଇ ଦେମା ।

ବରି ପକାମା 

କଖାରୁ ବରି(Kakharu Badi)
କଖାରୁ ବରି(Kakharu Badi)
କଖାରୁ ବରି(Kakharu Badi)
କଖାରୁ ବରି(Kakharu Badi)
  • ମିଶେଇ ଦେଇ ସାର୍ଲା ପରେ – ଗୁଟେ ସଫା ଜାଗା ରେ ସଫା କପଡ଼ା କି ଧୂତି ଗୁଟେ ବିଛେଇ ଦେମା। 
  • ତାର ପରେ ଧୂତି କିମ୍ୱା ସଫା କପଡ଼ା ଥି ହାତେ ବରି ପେଷ୍ଟ କେ ଗୋଲ ଗୋଲ ଭେଳା କରି ଛୋଟ୍ ଛୋଟ୍ ବାଟି ଭଳିଆ ପକେଇ ତେଲ ଜିମା।

 ବରି ସୁଖାମା ☀️(Dry Prodedure):

କଖାରୁ ବରି(Kakharu Badi)
କଖାରୁ ବରି(Kakharu Badi)
  • ବରି ପକେଇ ସର୍ଲା ପରେ ବରି କେ ଖରା ଥି 2 ରୁ 3 ଦିନ ତକ୍ ଭଲ ସେ ଶୁଖାମା , 2 ରୁ 3 ଦିନ ହେଇଗଲେ।
  • ବରି କେ କଲେ କଲେ ଧୂତୀ କପଡା ରୁ ଖୁଲମା ଆଉ ଫେର ଦିନେ ତକ୍ ସୁଖାମା । ଆଉ କା’ଣା ହେଇଗଲା ତମର୍ Tasty,Crispy ସୁନ୍ଦରୀ ସୁନ୍ଦରୀ ବରି Ready 🥰 ।

ବରି କେ Long Time ତକ୍ କେନ୍ତା କରି ରଖମା (How to Preserved long time)?

  • ବରି ଶୁଖେଇ ସରିକରୀ ଖୁଲି ଶାର୍ଲା ପରେ, ଗୁଟେ ସଫା ଡବା କି ଭୁଗା ବାଛି କରି ଭରି ଦେମା । 
  • ପ୍ରାୟତଃ କଖାରୁ ବରି 6 ମାସ ରୁ ବର୍ଷେ  ତକ୍ ଭଲ ସେ ରହେସି । କିନ୍ତୁ ଇଟା କେ ବର୍ଷା ଆସିବା ପୂର୍ବରୁ  ବ୍ୟବହାର କଲେ ବନେ ।

କଖାରୁ ବରି କେନ୍ତା କରି ଖାଏବେ (How to Eat – Kakharu Badi)?

  • କଖାରୁ ବରି କେ ପ୍ରାୟତଃ ବାସି ଭାତ ଥି ପୁଡେଇ କରି, ବରି – ପାତଳ ଘଟା ତୁନ, ବରି ଭଜା, ବାଇଗନ୍ ବରି ଭଜା, ବହଲ ଶାଗ ଥି ରାନ୍ଧି କରି, ମାଖନ୍ ସାଗ ଥି ରାନ୍ଧିକରି ଖାଇ ପାର୍ବେ । 
  • ସୁନ ହୋ ସାଙ୍ଗ, କଖାରୁ ବରି ପକେଇ ଜାନ୍ ଲ ବେଳେ Sure କହେବ ଆମ କେ, କେନ୍ତା କେନ୍ତା ବନଲା ଯେ? ଆମେ ବି taste କରି ଦେଖୁମୁ କେନ୍ତା ବରି ବନେଇଛ ଯେ 🥰 ।
  • ଜୁହାର – ଜୟ ମା ସମଲେଇ 🙏 

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *