Sambalpuriverse.in
ତୁପଲା ହ’ଣା ଯୁଗିଚ୍ଛନ 2 ଟା ବିଷାକ୍ତ ନାଗ୍ ସାଁପ୍_ - Sambalpuriverse

ତୁପଲା ହ’ଣା ଯୁଗିଚ୍ଛନ 2 ଟା ବିଷାକ୍ତ ନାଗ୍ ସାଁପ୍?

ତୁପଲା ହ’ଣା (treasury) ଯୁଗିଚ୍ଛନ 2 ଟା ବିଷାକ୍ତ ନାଗ୍ ସାଁପ୍?

ଇ ଦୃଶ୍ୟ ଦେଖିକରୀ ଆପଣଙ୍କର ଶରୀର ସିତେଇ ଯିବା! ଗୁଟେ ଅଜବ ଘଟଣା , ଘର୍ ଭିତରେ ଲୁକିଥିବା ସୁନା ରୁପା (ହ’ଣା-treasury) ରକ୍ଷା କରୁଛନ୍ ବିଷାକ୍ତ ନାଗ ସାଁପ୍..!
ଗୁଟେ ପୁରୁଣା ଫଟା ଘର୍ ଯେନ , ବର୍ଷ ବର୍ଷ ଧରି କିହେ ରହୁ ନାଇଥାଇ , ସେ ଯାଗାରେ ଗୁଟେ ଅଜବ ଘଟଣା ଘଟିଛେ଼! ଗାଁ ର ଜଣେ ଶିକ୍ଷକ ଯେନ ସେ ଶିକ୍ଷକ ଙ୍କର ପୁରୁଣା ପୂର୍ବ ପୁରୁଷ ରହୁଥିଲେ, ଆଜି ସେ ଜାଗା ଖାଲି ଆଉ ଫଟା ଘର୍ ରେ ପରିଣତ ହେଇଯାଇଛେ। ଶିକ୍ଷକ ର ପୂର୍ବ ପୁରୁଷ ଗାଁ ରୁ ସହର୍ କେ ଯେତେବେଳ କମେଇ ଗଲେ, ସେତେଦିନୁ ଘରେ କୀହେ ନାଇ ରହି ।
କିନ୍ତୁ ଶିକ୍ଷକ ଇ ପୁରୁଣା ଘର ବିକ୍ରି କରିବାର ଲାଗି ଚାହୁଁଥିଲେ, ଶେଥିର ଲାଗି ପୁରୁଣା ଘର କେ ସଫା କାରବାର ଲାଗି , ମଜଦୂର ଲଗାଲେ, କିନ୍ତୁ ଘର ର ସଫା କାମ ଚାଲିଥିବା ଟାଇମ ରେ, ଗୁଟେ ବଡ଼ ମାଠିଆ ମିଳ ଲା।
ମାଠିଆ ଉପରେ ଆଉ ପାଖେ ପାଖେ ବହୁତ୍ ସାରା ତମ୍ବା ପଇସା ଆଉ ସୁନା ର ମାଲି ମାନେ ପଡ଼ିଥିଲା ତାର ସାଙ୍ଗେ ବହୁତ ବଡ଼ ବଡ଼ ନାଗ ସାଁପ୍ 2 ଟା …ଫ.. କରି ଚମ୍ କେଇ ଦେଲେ! ଇ ଦୃଶ୍ୟ ଦେଖି ମଜଦୁର ମାନେ ଡରି ଗଲେ ଆଉ ତର ସର ପଳେଇ ଆସିଲେ ।
ଇନ ଏତେ ସୁନା ରୂପା କେନ ଆଏଲା ଆଉ ଇ ଫଟା ଘରେ କେନ୍ତା ଥିଲା, କିହେ ଭାବି ନାଇ ପାର୍ଲେ , କିନ୍ତୁ ମାଠିଆ ଭିତରେ ରହିଥିଲା ସୁନା ହାର୍ ଗହଣା, ପୁରୁଣା ସୁନା ର ପଇସା , ତମ୍ବା ପଇସା ଆଉ ଅଜବ ପ୍ରକାର ଖୁରି ଗିନା, ଯାହା ସ୍ଥାନୀୟ ଲୋକମାନେ କହୁଛନ୍ ଯେ, ଇଟା ତୁପଲା ହଣା ଏ, ଜେନ ଟା କି ଘରର ପୂର୍ବ ପୁରୁଷ ଇ ଜାଗା ରେ ତୁପି ଥିବେ ।
ଆପଣ ଇ ଘଟଣା ବିଶ୍ୱାସ କରୁଛନ୍ କେ? କେବେ ଏନ୍ତା ଘଟଣା ସୁନିଛନ କେ ? ଯଦି ଏନ୍ତା। ଜିନିଷ ମାନେ ଜନିଛନ୍ ବେଳେ ଅମାର କମେଣ୍ଟ ରେ ନିଜର ମତାମତ ଦେବାର ନାଇ ଭୁଲବେ ।
Celebrating Odisha's Culture || Web Designer || Sharing Stories & Art || Promoting Local Heritage 🌍✨ || DM for collaborations

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *